Ame Fulbania Juba Dhangara – New Sambalpuri Song 2020 with Lyrics

Singer -Sanjib
Lyrics -Rintu Bhai & Chandulal Majhi
Music – Bipin Nag
Produser- Chatura patra
Special thanks -SR Hemaraj Productions

 

ବିୟୁଟି ଚେହେରା ଧରିଛୁ ଧନରେ ହେତିର ଲାଗି କେତେ ହେସୁ ଚାହାନି…..

ବିୟୁଟି ଚେହେରା ଧରିଛୁ ଧନରେ ହେତିର ଲାଗି କେତେ ହେସୁ ଚାହାନି…..
ଭାଙ୍ଗି ଯିବାତୋର କୁଆଁରି ଲାଡ ଲୋ ସବୁଦିନେ ନେଇ ରହେ ଯବାନି

ଏ ତୁଇ ଆମର ଠାନେ ଛୁଚେ କାଇଁ ହେସୁ ଚାହାଳି….. (2)

ଏ ଆମେ ଫୁଲବାଣୀଆ ଯୁବାଧଙ୍ଗରା ରେ ଆମର ଠାନୁ ଥିବ ସମ୍ଭାଳି…. (2)

……..Music……

ଦର୍ପନ ଦେଖି ହେଉଛୁ ଚାଖି ପାଗଲ କରୁଛୁ ସବୁ ପିଲାକେ
ନେଇ ଫସୁ ଯାନିଥା ହାଏରେ ଗୁମାନି
ଫୁଲବାଣିଆ ପିଲା ଇଟା ଜାନିଥା ନନି

ନିଜକେ ନିଜେ ତୁଇ ହିରୋଇନ ସଜେଇ ମାରୁଛୁ କେତେ ଫୁଟାନି
ଫୁଲବାଣିଆ ପିଲା ଇଟା ଜାନିଥା ନନି
ନେଇ ଫସୁ ଯାନିଥା ହାଏରେ ଗୁମାନି

ଏ ତୁଇ ଆମର ଠାନେ ଛୁଚେ କାଇଁ ହେସୁ ଚାହାଳି….. (2)

ଏ ଆମେ ଫୁଲବାଣୀଆ ଯୁବାଧଙ୍ଗରା ରେ ଆମର ଠାନୁ ଥିବ ସମ୍ଭାଳି…. (2)

……..Music……

ଗାଁଖୁଲି ତୁଇ ଚାଲି ଯାଉଥିଲେ ପିଲାବୁଢା ସବକର ଗହଳି
ଟୁପୁର ଫୁସୁର ତୋର କଥା ଲାଗସନ ରେ ଖାଲି
ସଭେ କହେସନ ଗାଁ ଆମର ଗଲା ବଦଳି

ଅଭର ଷ୍ଟାଇଲ କରି ସର୍ଟକର୍ଟ ଡ୍ରେସ ପିନ୍ଧି ଘରର ଇଯତ ଦେଲୁ ବୁଡେଇ
ଥରେ ଗଲେ ଆର କେଭେ ନେଇ ଆସେ ଫିରି
ଇ କଥାକେ କେଭେ ନେଇ ଯିବୁ ପାସିରି

ଏ ତୁଇ ଆମର ଠାନେ ଛୁଚେ କାଇଁ ହେସୁ ଚାହାଳି….. (2)

ଏ ଆମେ ଫୁଲବାଣୀଆ ଯୁବାଧଙ୍ଗରା ରେ ଆମର ଠାନୁ ଥିବ ସମ୍ଭାଳି…. (4)

 

Download Song

Reply